STORYMIRROR
ସେ ଦିନ...
ସେ ଦିନ ତୁମ ପାଦରେ...
ସେ ଦିନ ତୁମ...
“
ସେ ଦିନ ତୁମ ପାଦରେ
କଣ୍ଟା ଫୁଟିଲେ
କଷ୍ଟ ମୋତେ ହେଉଥିଲା
ମୋ ଆଖିରୁ ଲୁହ ଝରୁଥିଲେ
ତୁମ ଆଖିରୁ ଲହୁ ଝରୁଥିଲା
ହେଲେ ଆଜି
ମୋ ଛାତିରୁ ରକ୍ତ ଝରୁଛି
କୁହ ତମେ ସହିଛ କେମିତି ।
- ବିକେଶ
”
148
More oriya quote from Bikesh Sahu
Similar oriya quote from Tragedy
Download StoryMirror App