STORYMIRROR

ସବୁ ଦୁଃଖକୁ...

ସବୁ ଦୁଃଖକୁ ହସିହସି ସହିଯାଏ କେବଳ ଆମ ଖୁସି ପାଇଁ, ନିଜକୁ ତିଳ ତିଳ ଜାଳୁଥାଏ ନିତି ଅନ୍ଧାରକୁ ଦୂରେଇ ଦେଇ । ଭୁଲ ବୁଝାମଣା ନେଇ ଦୂରେଇ ଦେଇ ଯାଅ ଯେବେ ପର କରି, ବଞ୍ଚି ଥାଉଥାଉ ମରିମରି ଯାଏ କିନ୍ତୁ ପାରେନି ସେ ପର କରି । ମାଆର ସେନେହ ଭଲପାଇବା କେବେ ହୁଏନି ଟିକିଏ ଉଣା, ବଞ୍ଚିଥିବା ଯାଏଁ ସେବା ତାହାର କରିବା ହେବନାହିଁ ଆଶିଷ ଉଣା ।

By PRABINA KU, KHADANGA
 242


More oriya quote from PRABINA KU, KHADANGA
19 Likes   0 Comments
4 Likes   0 Comments