@prabina-ku-khadanga

PRABINA KU, KHADANGA
Literary Brigadier
AUTHOR OF THE YEAR 2021 - NOMINEE

80
Posts
64
Followers
13
Following

I'm PRABINA KU, and I love to read StoryMirror contents.

Share with friends

ସବୁ ଦୁଃଖକୁ ହସିହସି ସହିଯାଏ କେବଳ ଆମ ଖୁସି ପାଇଁ, ନିଜକୁ ତିଳ ତିଳ ଜାଳୁଥାଏ ନିତି ଅନ୍ଧାରକୁ ଦୂରେଇ ଦେଇ । ଭୁଲ ବୁଝାମଣା ନେଇ ଦୂରେଇ ଦେଇ ଯାଅ ଯେବେ ପର କରି, ବଞ୍ଚି ଥାଉଥାଉ ମରିମରି ଯାଏ କିନ୍ତୁ ପାରେନି ସେ ପର କରି । ମାଆର ସେନେହ ଭଲପାଇବା କେବେ ହୁଏନି ଟିକିଏ ଉଣା, ବଞ୍ଚିଥିବା ଯାଏଁ ସେବା ତାହାର କରିବା ହେବନାହିଁ ଆଶିଷ ଉଣା ।

ଜୀବନର ହସ ଖୁସି ଦାନ ନୁହଁ କାହାର ବଞ୍ଚିଯାଓ ଆଜିକା ମୁହୂର୍ତ୍ତ ଏଠି କେହି ନୁହେଁ ନିଜର ।


Feed

Library

Write

Notification
Profile