STORYMIRROR
ସ୍ବାର୍ଥ...
ସ୍ବାର୍ଥପର ଏହି ...
ସ୍ବାର୍ଥପର ...
“
ସ୍ବାର୍ଥପର ଏହି ଦୁନିଆ ଦାଣ୍ଡରେ
ସ୍ବାର୍ଥ ପଛରେ ମଣିଷ
କାମ ସରିଗଲେ ଦେଖା ମିଳେନାହିଁ
ବିଶ୍ୱାସେ ଦିଅନ୍ତି ବିଷ,
ମୁଖା ପିନ୍ଧାଙ୍କ ବେଶ,
ପିଅନ୍ତି ନିରୀହ ଜନତା ରକତ
ମନୁ ତେଜି ଅବଶୋଷ ।।
”
353
More oriya quote from ଅନିଲ କୁମାର
Download StoryMirror App