STORYMIRROR
କାହିଁକି...
କାହିଁକି ଲୋ ଧନ ...
କାହିଁକି ଲୋ...
“
କାହିଁକି ଲୋ ଧନ କରୁ ଅଭିମାନ
ସନ୍ଦେହ ଚଷମା ପିନ୍ଧି
ପାରିବୁ ଯଦି ତୋ ପ୍ରେମ ବନ୍ଧନରେ
ରଖିଦେ ମତେ ତୁ ବାନ୍ଧି
ପ୍ରଣୟରେ ତୋ ଦେ ଛନ୍ଦି
ଭଲପାଏ ତତେ ଭଲ ପାଉଥିବି
ତୋ ସହ କରୁଛି ସନ୍ଧି !
”
202
More oriya quote from ଅନିଲ କୁମାର
Download StoryMirror App