STORYMIRROR
ସ୍ୱ...
ସ୍ୱ ଭାଷା ହିନ୍ଦୀ...
ସ୍ୱ ଭାଷା...
“
ସ୍ୱ ଭାଷା ହିନ୍ଦୀ ଦିବସ ର ଆଗମନେ
ମନରେ ଭାଷା ପ୍ରୀତି ବହୁ
ଜନ୍ମେ।।
ଯେବେ ଦିନ ହୋଇଯାଏ ପାର ।
ଆଉ, ଭାଷା କଥାକୁ କାହିଁ ପଚାର ।।
ବିଦେଶୀ ଭାଷା ରେ ଦୁଇ ପଦ ଦେଲେ କହି ।
ଆତ୍ମା ହୁଏ ଶାନ୍ତି ପୁଣି ମିଳେ ଯେଉଁ ମାନ ତାହା ସ୍ୱଦେଶୀ ଭାଷା ରେ କାହିଁ ??
”
185
More oriya quote from Parabati Panda
Download StoryMirror App