STORYMIRROR

ରୂପ ରଙ୍ଗର...

ରୂପ ରଙ୍ଗର ଦେହଟି ତୁମର ଚିରସ୍ଥାୟୀ ଜମା ନାହିଁ ଦୁଇ ଦିନର ଜୀବନଟି ଏହି କେବେ ଖରା କେବେ ଛାଇ ଆଜିର ରଙ୍ଗ କାଲି ରହିବନି ତଥାପି ଏତେ 'ଇଗୋ' କାହିଁପାଇଁ।।

By ସଦାଶିବ ନାୟକ
 18


More oriya quote from ସଦାଶିବ ନାୟକ
0 Likes   0 Comments
0 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments