A POET AND WRITER OF ODIA POEM AND STORY.
Share with friends
ରୂପ ରଙ୍ଗର ଦେହଟି ତୁମର ଚିରସ୍ଥାୟୀ ଜମା ନାହିଁ ଦୁଇ ଦିନର ଜୀବନଟି ଏହି କେବେ ଖରା କେବେ ଛାଇ ଆଜିର ରଙ୍ଗ କାଲି ରହିବନି ତଥାପି ଏତେ 'ଇଗୋ' କାହିଁପାଇଁ।।
ହେ ବୈଶାଖୀ ତୁମ ଉଷ୍ମତାର ସ୍ପର୍ଶ ପାଇବା ପାଇଁ ହେ ଶ୍ରାବଣୀ ତୁମ ଆର୍ଦ୍ରତାରେ ଭିଜି ଯିବା ପାଇଁ ହେ ଫାଲଗୁନୀ ତୁମ ଅବିରରେ ରଙ୍ଗୀନ୍ ହେବା ପାଇଁ ହେ ବାସନ୍ତୀ ତୁମ ମଳୟର ପରଶ ପାଇବା ପାଇଁ ମୋର ଆଶା ଓ ଆଙ୍କାକ୍ଷାକୁ ସ୍ବୀକୃତି ଦେବା ପାଇଁ କରିଥିବା ପ୍ରୟାସକୁ ସମ୍ମତି ଦେବ ବୋଲି ବିଶ୍ବାସ।।
ହେ ବନ୍ଧୁ ହେ ସଖା ହେ ସହୋଦର ତୁମ ପରଷେ ପ୍ରଫୁଲିତ ହୃଦୟ ମୋର ଆଶା ବାଡ଼ି ତୁମେ ନିରାଶ୍ରିତର ଆହ୍ଲାଦିତ ଅବଶ୍ୟ ତୁମ ସଂପର୍କ ର