SADASIBA NAYAK
Literary Colonel
33
Posts
41
Followers
1
Following

A POET AND WRITER OF ODIA POEM AND STORY.

Share with friends

ରୂପ ରଙ୍ଗର ଦେହଟି ତୁମର ଚିରସ୍ଥାୟୀ ଜମା ନାହିଁ ଦୁଇ ଦିନର ଜୀବନଟି ଏହି କେବେ ଖରା କେବେ ଛାଇ ଆଜିର ରଙ୍ଗ କାଲି ରହିବନି ତଥାପି ଏତେ 'ଇଗୋ' କାହିଁପାଇଁ।।

ହେ ବୈଶାଖୀ ତୁମ ଉଷ୍ମତାର ସ୍ପର୍ଶ ପାଇବା ପାଇଁ ହେ ଶ୍ରାବଣୀ ତୁମ ଆର୍ଦ୍ରତାରେ ଭିଜି ଯିବା ପାଇଁ ହେ ଫାଲଗୁନୀ ତୁମ ଅବିରରେ ରଙ୍ଗୀନ୍ ହେବା ପାଇଁ ହେ ବାସନ୍ତୀ ତୁମ ମଳୟର ପରଶ ପାଇବା ପାଇଁ ମୋର ଆଶା ଓ ଆଙ୍କାକ୍ଷାକୁ ସ୍ବୀକୃତି ଦେବା ପାଇଁ କରିଥିବା ପ୍ରୟାସକୁ ସମ୍ମତି ଦେବ ବୋଲି ବିଶ୍ବାସ।।

ଭାଇ ଓ ଭଉଣୀର ସମ୍ପର୍କ ସ୍ବତନ୍ତ୍ର, ନିଆରା ଓ ଅନନ୍ୟ। ଏହି ସମ୍ପର୍କକୁ ମାପିବା ଅସମ୍ଭବ।

ପ୍ରେମ ବୋଲି ଯେଉଁ ଦୁଇ ଟି ଅକ୍ଷର ଅଟଇ ନିବିଡ଼ ବହୁତ ନିଜର କେହି ନୁହେଁ ପର ସର୍ବେ ଆପଣା ର

ସ୍ବର୍ଗ ବୋଲି କୁହାଯାଏ ଯଦି ବୈକୁଣ୍ଠ ଅଟଇ ସେହି ବାପା ବୋଉ ବନ୍ଧୁ ପରିଜନ ରହି ଥାନ୍ତି ଯହିଁ

ହେ ବନ୍ଧୁ ହେ ସଖା ହେ ସହୋଦର ତୁମ ପରଷେ ପ୍ରଫୁଲିତ ହୃଦୟ ମୋର ଆଶା ବାଡ଼ି ତୁମେ ନିରାଶ୍ରିତର ଆହ୍ଲାଦିତ ଅବଶ୍ୟ ତୁମ ସଂପର୍କ ର

ହେ ଗୁରୁ ତୁମେ ଶାଶ୍ୱତ ତୁମ ଦ୍ବାରା ଅନୁପ୍ରେରିତ ତୁମେ ପରା ମୋର ସାକ୍ଷାତ ଈଶ୍ୱର ତୁମ ଶିକ୍ଷା ଦାନେ ଅନୁପ୍ରାଣିତ


Feed

Library

Write

Notification
Profile