STORYMIRROR
ରଥୀ...
ରଥୀ ଧନୁର୍ଦ୍ଧାରୀ...
ରଥୀ...
“
ରଥୀ ଧନୁର୍ଦ୍ଧାରୀ ହୋଇ ଓଁ କାର ଶବଦେ
ଶୁଦ୍ଧତା ପ୍ରାଣ ପୁଲକେ ଜୀବ ଶର ନାଦେ
ଆତ୍ମା, ପରମାତ୍ମା ଭେଟ ଲକ୍ଷ୍ୟ ତା ପ୍ରଣବେ
କାମନା, ବାସନା ବିକାର ତୁଟେ ଏଇ ଭବେ..
ପ୍ରଣତି ଜେନା l
”
18
More oriya quote from Pranati Jena
Download StoryMirror App