STORYMIRROR

ରଘୁଆ...

“ ରଘୁଆ ପଣ୍ଡିତଙ୍କ ରାମାୟଣ ଜ୍ଞାନ ଉପରୁ ସେଦିନ ମୋର ଭରସା ଉଠିଯାଇଥିଲା ଯେଉଁ ଦିନ ଗାଁ ଚଉପାଢିରେ ଶ୍ରୀରାମ ଓ ଶବରୀ ଗାଥା ଶୁଣାଇ ସାରି ସେ ତୃଷାର୍ତ୍ତ ହୋଇ ଘରକୁ ଫେରିଗଲେ ପଛେ ସୁଷମା ହାତରୁ ପାଣି ପିଇଲେ ନାହିଁ ତାକୁ ନିଚ ଜାତି ବୋଲି ବାରଣ କରି। Barsa'spen ”

By Barsa Pradhan
 138