STORYMIRROR
ପୁରୀରେ...
ପୁରୀରେ ପହଞ୍ଚି...
ପୁରୀରେ...
“
ପୁରୀରେ ପହଞ୍ଚି ଅଭଡ଼ା କୁ ଭୁଞ୍ଜି
ବାଇଶି ପାହାଚେ ବଡଦାଣ୍ଡେ ଗଡି
ଶ୍ରୀମନ୍ଦିରେ କୈବଲ୍ୟ କଣିକା ଭୁଞ୍ଜି
ପତିତପାବନ କୋଇଲି ବୈକୁଣ୍ଠ
ଦର୍ଶନ ପାଇଁ ତ ମନ ଖୁସି ତ।
ଭାବରେ ବିହ୍ଵଳ ଭକ୍ତପ୍ରାଣ,
ଶୁଣି ଦେଲେ ପୁରୀ ଯିବା କଥା।
”
185
More oriya quote from Pranati Mahapatra
Download StoryMirror App