STORYMIRROR
ପୁଣି...
ପୁଣି ଥରେ ସମୟ ସହ...
ପୁଣି ଥରେ...
“
ପୁଣି ଥରେ ସମୟ ସହ ସାଲିସ କରି ବଢ଼ିଚାଲିବାକୁ ହେବ ଆଗକୁ,
ସ୍ୱପ୍ନ ଆଉ ଅସୁମାରୀ ଆଶାର କୁଟାକାଠୀ ସାଉଁଟି ଗଢିବାକୁ ହେବ ନୂଆ ଏକ ନୀଡ଼,
ସୁନ୍ଦର ସ୍ୱପ୍ନର ସୌଦାଗର ସାଜି ଲଙ୍ଘିଯିବାକୁ ହେବ ପଥ ବହୁଦୂର,
ହେଉପଛେ ସେ କଣ୍ଟକିତ ଅବା ଗୋଲାପୀ ଗୋଲାପର ଘର l
”
173
More oriya quote from Trupti Paikaray
Similar oriya quote from Inspirational
Download StoryMirror App