STORYMIRROR
ପ୍ରଥମେ...
ପ୍ରଥମେ ଭୂମିଷ୍ଠ...
ପ୍ରଥମେ...
“
ପ୍ରଥମେ ଭୂମିଷ୍ଠ ପ୍ରଣାମ
ମୋର ସମସ୍ତ ମାଙ୍କୁ..
କୃତଜ୍ଞତା ଆମ ମାଟି ମା କୁ
ଯିଏ ଖାଦ୍ୟ ଯୋଗାଉଛି ଆମକୁ
କୃତଜ୍ଞତା ଆମ ଧରିତ୍ରୀ ମା କୁ
ଯିଏ କୋଳେ ଧରି ରଖିଛି ଆମକୁ
କୃତଜ୍ଞତା ଆମ ଜନ୍ମଦାତ୍ରୀ ମାଙ୍କୁ
ଦଶମାସ ଦଶଦିନ କଷ୍ଟ ସହି
ଯିଏ ଜନ୍ମଦେଇଛି ଆମକୁ
କଥା ଦେଉଛି ମା ତୁମକୁ
ଭଲପାଉଛି,ଭଲପାଉଥିବି
ମୋ ମା ମୋ ମାଟି ମା କୁ
ମୋର ସାତ ଜନମକୁ..
🙏 🙏🙏🙏🙏
”
359
More oriya quote from Kshyama sagar Prusty
Download StoryMirror App