Kshyama sagar Prusty
Literary Captain
AUTHOR OF THE YEAR 2021 - NOMINEE

56
Posts
9
Followers
25
Following

I'm not a good writer.. I'm not a good painter.. I'm not a prefect singer.. Bt I do writing, painting,& singing.. Am a small artist created by GOD.. Who think to write poems,make paintings, & creat som beautiful arts.. Not see my arts what I make.. just feel my art in ur sweet Heart..

Share with friends
Earned badges
See all

ଜାଣେନା କେବେ ଅନ୍ତ ଏ ଲେଖକ ଜୀବନ.. ଏ ଜୀବନର ଲକ୍ଷ୍ୟ ପାଠକଙ୍କ ହୃଦୟେ ସ୍ଥାନ..

ନୂତନ ବର୍ଷରେ ନୂଆ ରୂପରେ ଟିକେ ରାଗ ଅଭିମାନରେ ଟିକେ ହସ ଖୁସିରେ ଟିକେ ମଜା ମସ୍ତିରେ ଟିକେ ସୁଖ ଦୁଃଖରେ ଟିକେ ହସ ଲୁହରେ ବିତିଯାଉ ମୋଜୀବନ କେବଳ ତୁମରି ସାଥିରେ..

ଧନ୍ୟବାଦ ମା ତୁମକୁ ତୁମେ ଥିଲେ ଆମ ଡର କାହାକୁ ତୁମ ପଣତ କାନିତଳେ ମା ଘୋଡେଇ ରଖିଥା ଆମକୁ ହାତ ଧରି ଚାଲିବା ଶିଖେଇଛ ମା ଆମକୁ ହାତ ଛାଡ଼ିବୁନି କେବେ କଥା ଦେଉଛୁ ମା ତୁମକୁ l

ପ୍ରଥମେ ଭୂମିଷ୍ଠ ପ୍ରଣାମ ମୋର ସମସ୍ତ ମାଙ୍କୁ.. କୃତଜ୍ଞତା ଆମ ମାଟି ମା କୁ ଯିଏ ଖାଦ୍ୟ ଯୋଗାଉଛି ଆମକୁ କୃତଜ୍ଞତା ଆମ ଧରିତ୍ରୀ ମା କୁ ଯିଏ କୋଳେ ଧରି ରଖିଛି ଆମକୁ କୃତଜ୍ଞତା ଆମ ଜନ୍ମଦାତ୍ରୀ ମାଙ୍କୁ ଦଶମାସ ଦଶଦିନ କଷ୍ଟ ସହି ଯିଏ ଜନ୍ମଦେଇଛି ଆମକୁ କଥା ଦେଉଛି ମା ତୁମକୁ ଭଲପାଉଛି,ଭଲପାଉଥିବି ମୋ ମା ମୋ ମାଟି ମା କୁ ମୋର ସାତ ଜନମକୁ.. 🙏 🙏🙏🙏🙏

ଫଗୁଣ ଆସିଛି ରଙ୍ଗପସରା ନେଇ ପ୍ରେମର ମୂଲ୍ୟ ରାଧା ବୁଝେନାହିଁ ରାଧା ବିନା ଏ ଫଗୁଣ ରଙ୍ଗହୀନ ମୋହନ ପାଇଁ..

ଫୁଲଟିଏ ଆଜି ଯାଇଛି ମଉଳି ତା ମାଳି ଆଜି ତାକୁ ଦେଇଛି ପାଦରେ ଦଳୀ.. k.. prusty..✍️

ତମେ ଛାଡିକି ଯାଇଥିଲ ଯେଉଁଠି ସେଇଠି ଆଜି ମୁଁ ହୋଇଛି ଠିଆ.. ଏ ଜନ୍ମ କଣ ସାତ ଜନ୍ମ ଯାଏଁ ସେଇଠି କରିଥିବି ତୁମକୁ ମୁଁ ଅପେକ୍ଷା..✍️ k.. prusty

ଅସୁମାରୀ ସ୍ବପ୍ନ ଥିଲା ମୋର ତମ ମଥାରେ ଦେବି ମୁଁ ସିନ୍ଦୁର "ତମେ" ଆସିଗଲେ ହସିବ ମୋ ସୁନାର ସଂସାର "ତମେ" ଗଲାପରେ ଏବେ ମୁଁ ବୁଝୁଛି ସ୍ବପ୍ନ ଠାରୁ ବାସ୍ତବତା ଅଟେ ଅନେକ ଦୂର.. k.. prusty..✍️

" ଯେବେ କିଛି ଲେଖିବାକୁ ଇଛା ହୁଏ ଷ୍ଟୋରୀ ମୀରର ରେ ଲେଖି ପୋଷ୍ଟ କରିଦିଏ ଅଧିକ ରୁ ଅଧିକ ଲାଇକି ଯେବେ ମୂଲ୍ୟବାନ କମେଣ୍ଟ ସବୁ ପାଏ ଆଉ କିଛି "ଲେଖିବାକୁ ପ୍ରେରଣା ଦିଏ "


Feed

Library

Write

Notification
Profile