I'm not a good writer.. I'm not a good painter.. I'm not a prefect singer.. Bt I do writing, painting,& singing.. Am a small artist created by GOD.. Who think to write poems,make paintings, & creat som beautiful arts.. Not see my arts what I make.. just feel my art in ur sweet Heart..
Share with friendsନୂତନ ବର୍ଷରେ ନୂଆ ରୂପରେ ଟିକେ ରାଗ ଅଭିମାନରେ ଟିକେ ହସ ଖୁସିରେ ଟିକେ ମଜା ମସ୍ତିରେ ଟିକେ ସୁଖ ଦୁଃଖରେ ଟିକେ ହସ ଲୁହରେ ବିତିଯାଉ ମୋଜୀବନ କେବଳ ତୁମରି ସାଥିରେ..
ଧନ୍ୟବାଦ ମା ତୁମକୁ ତୁମେ ଥିଲେ ଆମ ଡର କାହାକୁ ତୁମ ପଣତ କାନିତଳେ ମା ଘୋଡେଇ ରଖିଥା ଆମକୁ ହାତ ଧରି ଚାଲିବା ଶିଖେଇଛ ମା ଆମକୁ ହାତ ଛାଡ଼ିବୁନି କେବେ କଥା ଦେଉଛୁ ମା ତୁମକୁ l
ପ୍ରଥମେ ଭୂମିଷ୍ଠ ପ୍ରଣାମ ମୋର ସମସ୍ତ ମାଙ୍କୁ.. କୃତଜ୍ଞତା ଆମ ମାଟି ମା କୁ ଯିଏ ଖାଦ୍ୟ ଯୋଗାଉଛି ଆମକୁ କୃତଜ୍ଞତା ଆମ ଧରିତ୍ରୀ ମା କୁ ଯିଏ କୋଳେ ଧରି ରଖିଛି ଆମକୁ କୃତଜ୍ଞତା ଆମ ଜନ୍ମଦାତ୍ରୀ ମାଙ୍କୁ ଦଶମାସ ଦଶଦିନ କଷ୍ଟ ସହି ଯିଏ ଜନ୍ମଦେଇଛି ଆମକୁ କଥା ଦେଉଛି ମା ତୁମକୁ ଭଲପାଉଛି,ଭଲପାଉଥିବି ମୋ ମା ମୋ ମାଟି ମା କୁ ମୋର ସାତ ଜନମକୁ.. 🙏 🙏🙏🙏🙏
ତମେ ଛାଡିକି ଯାଇଥିଲ ଯେଉଁଠି ସେଇଠି ଆଜି ମୁଁ ହୋଇଛି ଠିଆ.. ଏ ଜନ୍ମ କଣ ସାତ ଜନ୍ମ ଯାଏଁ ସେଇଠି କରିଥିବି ତୁମକୁ ମୁଁ ଅପେକ୍ଷା..✍️ k.. prusty
ଅସୁମାରୀ ସ୍ବପ୍ନ ଥିଲା ମୋର ତମ ମଥାରେ ଦେବି ମୁଁ ସିନ୍ଦୁର "ତମେ" ଆସିଗଲେ ହସିବ ମୋ ସୁନାର ସଂସାର "ତମେ" ଗଲାପରେ ଏବେ ମୁଁ ବୁଝୁଛି ସ୍ବପ୍ନ ଠାରୁ ବାସ୍ତବତା ଅଟେ ଅନେକ ଦୂର.. k.. prusty..✍️