STORYMIRROR
ଅସୁମାର...
ଅସୁମାରୀ ସ୍ବପ୍ନ...
ଅସୁମାରୀ...
“
ଅସୁମାରୀ ସ୍ବପ୍ନ ଥିଲା ମୋର
ତମ ମଥାରେ ଦେବି ମୁଁ ସିନ୍ଦୁର
"ତମେ" ଆସିଗଲେ ହସିବ ମୋ
ସୁନାର ସଂସାର
"ତମେ" ଗଲାପରେ
ଏବେ ମୁଁ ବୁଝୁଛି
ସ୍ବପ୍ନ ଠାରୁ ବାସ୍ତବତା ଅଟେ
ଅନେକ ଦୂର..
k.. prusty..✍️
”
343
More oriya quote from Kshyama sagar Prusty
Download StoryMirror App