STORYMIRROR
ପ୍ରଥମ...
ପ୍ରଥମ ଗଛର ପ୍ରଥମ...
ପ୍ରଥମ ଗଛର...
“
ପ୍ରଥମ ଗଛର ପ୍ରଥମ ଗୋଲାପ ତୁ,
ଯେମିତି ହୃଦୟର ପ୍ରଥମ ଧୁନ୍/
ଛୁଇଁଲେ କଣ୍ଟା ଫୁଟେ, ନଛୁଇଁଲେ ଅଧୁରା,
ତୋ ନାଁରେ ଲେଖା ମୋ ଜୀବନର କବିତା//
Priyanka Panda
”
More oriya quote from Priyanka Panda
Download StoryMirror App