STORYMIRROR
ପ୍ରତାରଣ...
ପ୍ରତାରଣା
******""...
ପ୍ରତାରଣା
***...
“
ପ୍ରତାରଣା
******""*******
ଝଡ଼ ବୁଝେ ନାହିଁ ନଉକା ର ମୂଲ
କ୍ଷଣକେ ବୁଡ଼େଇ ଦିଏ
ମନ ବୁଝେ ନାହିଁ ପର କି ଆପଣା
ସ୍ନେହ ପ୍ରେମ ଖୋଜୁ ଥାଏ ।
ନଉକା ଯେ ବୁଡେ ମଝି ଦରିଆରେ
ଝଡ଼କୁ ସାମନା କରି
ନିରୀହ ମନଟେ ପ୍ରତାରିତ ହୁଏ
ଦିବା ସ୍ୱପ୍ନେ ବୁଡି ବୁଡି l
”
175
More oriya quote from Puspanjali Sahu
Download StoryMirror App