None
Share with friends
ପ୍ରତାରଣା ******""******* ଝଡ଼ ବୁଝେ ନାହିଁ ନଉକା ର ମୂଲ କ୍ଷଣକେ ବୁଡ଼େଇ ଦିଏ ମନ ବୁଝେ ନାହିଁ ପର କି ଆପଣା ସ୍ନେହ ପ୍ରେମ ଖୋଜୁ ଥାଏ । ନଉକା ଯେ ବୁଡେ ମଝି ଦରିଆରେ ଝଡ଼କୁ ସାମନା କରି ନିରୀହ ମନଟେ ପ୍ରତାରିତ ହୁଏ ଦିବା ସ୍ୱପ୍ନେ ବୁଡି ବୁଡି l