STORYMIRROR

ପ୍ରଶ୍ନବାଣର...

ପ୍ରଶ୍ନବାଣର ତୀରରେ ଖୋଜୁଛି ଜୀବନର ଅସ୍ତିତ୍ଵ ବାରମ୍ଵାର ପ୍ରଶ୍ନର ଆଘାତରେ ପ୍ରତି ଉତ୍ତର ଆସେ ମୁଁ କିଏ? ଖୋଜି ଚାଲିଛି ପଚାରି ଚାଲିଛି ତଥାପି ପାଉନାହିଁ ଉତ୍ତର ମନର ବ୍ୟାକୁଳତାକୁ ଲୁଚାଇ ବଢିଚାଲିଛି ଆଗକୁ ~ସ୍ଵାତିଶ୍ରୀ ପଣ୍ଡିତ ~

By Swatishree Pandit
 17


More oriya quote from Swatishree Pandit
1 Likes   0 Comments
1 Likes   0 Comments
1 Likes   0 Comments
0 Likes   0 Comments
1 Likes   0 Comments