Swatishree Pandit
Literary Colonel
60
Posts
0
Followers
0
Following

None

Share with friends
Earned badges
See all

ପ୍ରଶ୍ନବାଣର ତୀରରେ ଖୋଜୁଛି ଜୀବନର ଅସ୍ତିତ୍ଵ ବାରମ୍ଵାର ପ୍ରଶ୍ନର ଆଘାତରେ ପ୍ରତି ଉତ୍ତର ଆସେ ମୁଁ କିଏ? ଖୋଜି ଚାଲିଛି ପଚାରି ଚାଲିଛି ତଥାପି ପାଉନାହିଁ ଉତ୍ତର ମନର ବ୍ୟାକୁଳତାକୁ ଲୁଚାଇ ବଢିଚାଲିଛି ଆଗକୁ ~ସ୍ଵାତିଶ୍ରୀ ପଣ୍ଡିତ ~

କ୍ରୋଧ ମଣିଷକୁ ସର୍ବନାଶ ଆଡ଼କୁ ଅଗ୍ରସର କରି ନିଏ swatishree

ମଧୁଛନ୍ଦା ରାତି ନି8ସଙ୍ଗ ର ତାତି ଖୋଜେ କାହା ଛାତି ମତୁଆଲାପ୍ରେମରେ ମାତି କରିବାକୁ ପିରତି Swati shree

ବିଶ୍ୱାସଘାତକ ଏମିତି ଏକ ରୋଗ ଯାହା ଥରେ ହୋଇଗଲେ ନା ସାରା ଜୀବନ ଦାଗ ରହିଯାଏ

ଅନ୍ଧବିଶ୍ୱାସ ଓ କୁସଂସ୍କାର ମଧ୍ୟରେ ଯେତେବେଳେ ଯୁଦ୍ଧ ଚାଲେ ସେତେବେଳେ ବଳିପଡ଼େ ଏ ନିରିହ ପ୍ରାଣୀ

ପରିବର୍ତ୍ତନ ନିଜ ଭିତରେ ଆସିଲେ ଦୁନିଆ ଆପେ ଆପେ ସୁନ୍ଦର ଲାଗିବ

ରକ୍ତ ରକ୍ତ କହେ ଭାରତୀୟ ଆମେ ଜାତିବାଦ ଚାହୁଁନା ଆମେ ପରିବର୍ତ୍ତନଶୀଳ ସମାଜ ଉଙ୍ଖା ରେ କୋଟାର ମହତ୍ଵ କେତେ?


Feed

Library

Write

Notification
Profile