ପ୍ରଶ୍ନବାଣର ତୀରରେ ଖୋଜୁଛି
ଜୀବନର ଅସ୍ତିତ୍ଵ
ବାରମ୍ଵାର ପ୍ରଶ୍ନର ଆଘାତରେ
ପ୍ରତି ଉତ୍ତର ଆସେ ମୁଁ କିଏ?
ଖୋଜି ଚାଲିଛି
ପଚାରି ଚାଲିଛି
ତଥାପି ପାଉନାହିଁ ଉତ୍ତର
ମନର ବ୍ୟାକୁଳତାକୁ ଲୁଚାଇ
ବଢିଚାଲିଛି ଆଗକୁ
~ସ୍ଵାତିଶ୍ରୀ ପଣ୍ଡିତ ~
କ୍ରୋଧ ମଣିଷକୁ
ସର୍ବନାଶ ଆଡ଼କୁ
ଅଗ୍ରସର କରି ନିଏ
swatishree
ମଧୁଛନ୍ଦା ରାତି
ନି8ସଙ୍ଗ ର ତାତି
ଖୋଜେ କାହା ଛାତି
ମତୁଆଲାପ୍ରେମରେ ମାତି
କରିବାକୁ ପିରତି
Swati shree
ବିଶ୍ୱାସଘାତକ ଏମିତି ଏକ ରୋଗ
ଯାହା ଥରେ ହୋଇଗଲେ
ନା
ସାରା ଜୀବନ ଦାଗ ରହିଯାଏ
ଅନ୍ଧବିଶ୍ୱାସ ଓ କୁସଂସ୍କାର
ମଧ୍ୟରେ
ଯେତେବେଳେ ଯୁଦ୍ଧ ଚାଲେ
ସେତେବେଳେ
ବଳିପଡ଼େ ଏ ନିରିହ ପ୍ରାଣୀ
ପରିବର୍ତ୍ତନ ନିଜ ଭିତରେ ଆସିଲେ
ଦୁନିଆ ଆପେ ଆପେ ସୁନ୍ଦର ଲାଗିବ
ରକ୍ତ ରକ୍ତ କହେ
ଭାରତୀୟ ଆମେ
ଜାତିବାଦ ଚାହୁଁନା ଆମେ
ପରିବର୍ତ୍ତନଶୀଳ ସମାଜ
ଉଙ୍ଖା ରେ
କୋଟାର ମହତ୍ଵ କେତେ?