ପ୍ରିୟାଶିଷ୍ ...

ପ୍ରିୟାଶିଷ୍ ଭଲଲାଗେ ମୋ ପ୍ରିୟାର ଟିକେଟିକେ କଥାରେ ରାଣ ଭଲଲାଗେ ମୋ ପ୍ରିୟାର ବଦ୍‌ଗୁଣକୁ କଲେ ବାରଣ ଆଖି ବୁଜି ମତେ ଭଲପାଏ ବୋଲି ଭଲଲାଗେ ଯେବେ ମୋ ଭୁଲ୍ ଦେଖି କହେ ପଦେ କଥା ଟାଣ.. ନିଜ ଠାରୁ ସିଏ ମତେ ବେଶି ଭଲପାଏ ଛାଇ ହେଇ ସବୁବେଳେ ମୋ ପାଖରେ ଥାଏ ମୋ ଖୁସିରେ ସବୁଠାରୁ ବେଶି ଖୁସି ହୁଏ ମୋ ଦୁଃଖରେ ଦୁଇଟୋପା ଲୁହୁ ଝାରିଦିଏ ମନ ମାରି କେବେ ବସିବନି ବୋଲି କହିଚି ସେ ପକେଇ ରା ହସି ହସି ସବୁ ଦୁଃଖ ସହିଯିବା ଆମେ ଦିଜଣ.. ରାଣ ତା ପ୍ରେମରେ ଆୟୁଷ ମୋ ଛୋଟ ଛୋଟ ଲାଗେ ହଜାରେ ବରଷ ପ

By Sanjay Prusty
 5


More oriya quote from Sanjay Prusty
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments