ଅବୁଝା...
ଅବୁଝା...
“
ଅବୁଝା କାହ୍ନା
ରାଣ ଦେ ମାଁ ମାରିବୁନି କଥା ଶୁଣି ନଟ୍ ଖଟ ଛାଡିଲିଣି ଯଶୋଦା ମାତା କହୁଛି ସତ୍ୟ ବାଣୀ ରାଧାକୁ କରିବି ରାଣୀ ଖୋଜିବେ ପିତା, ଗୋରୀ ସୁନ୍ଦରୀ ଠାଣି ଭୁଲିଯା ରାଧାକୁ ପୁଣି ରାଧା ଯାଉନି ଯମୁନା ପାଣି ଆଣି ତୁ ନଟ୍ ଖଟିଆ ଜାଣି କହ୍ନେଇ ସେ ତୋର ମାଇଁ ରାଧାରାଣୀ ଅବୁଝା ହଉଛୁ ପୁଣି ରିତି, ନୀତି ସବୁ ଭୁଲି ତ ଗଲୁଣି ଲୋକ ହସା ତୁ କଲୁଣୀ
”
7
More oriya quote from Sanjay Prusty
Download StoryMirror App