STORYMIRROR

ପ୍ରୀତି...

“ ପ୍ରୀତି ମହକ ଆସିବ ତ ? ଆସ, ବରଷା ରାତିରେ ପ୍ରୀତିର ପରଶ ନେଇ ସାରା ଦେହଟାକୁ ଓଦା କରିଦିଅ ଅନ୍ଧାରେ ବରଷି ଯାଇ..... ତୁମେ କୁହ ? କେମିତି ସଜେଇ ହେବି, ମଥାରେ ସିନ୍ଦୁର ନାଇଁ ଅନ୍ଧାରେ ତ ମୁକୁର ଦିଶେନା ଅପେକ୍ଷା ତୁମରି ପାଇଁ.... ”

By Bishnupriya Palatasingh
 20


More oriya quote from Bishnupriya Palatasingh
1 Likes   0 Comments
0 Likes   0 Comments
11 Likes   0 Comments
6 Likes   0 Comments
5 Likes   0 Comments