STORYMIRROR
#ପରିବାର...
#ପରିବାର
ମୋ ଲୁହ...
#ପରିବାର
ମୋ...
“
#ପରିବାର
ମୋ ଲୁହ ଦେଖିଲେ,
ଲହୁ ବୋହେ ତୁମ ଦେହୁ,
ମୋ ଚିନ୍ତାରେ କି ତୁମକୁ ନିଦ ହୁଏ,
କିନ୍ତୁ,
ମୁଁ କୁଳାଙ୍ଗାର,
ତୁମ ଲୁହ ଲହୁକୁ ପାଣି କରିଦିଏ,
ଭାଇନା ହାତରନ୍ଧା ଖାଇ,
ମେସ୍ ଖଟରେ ଅଚିନ୍ତାରେ ଶୋଇଯାଏ ।
”
51
More oriya quote from Soubhagya Sahu
Download StoryMirror App