A learning writer
Share with friends
#ପରିବାର ମୋ ଲୁହ ଦେଖିଲେ, ଲହୁ ବୋହେ ତୁମ ଦେହୁ, ମୋ ଚିନ୍ତାରେ କି ତୁମକୁ ନିଦ ହୁଏ, କିନ୍ତୁ, ମୁଁ କୁଳାଙ୍ଗାର, ତୁମ ଲୁହ ଲହୁକୁ ପାଣି କରିଦିଏ, ଭାଇନା ହାତରନ୍ଧା ଖାଇ, ମେସ୍ ଖଟରେ ଅଚିନ୍ତାରେ ଶୋଇଯାଏ ।
इस कदर बनाया है तुझे रब ने, जुबान भी सोचने लगा है, इश्क़ आंखो से झलकने से पहले, ये दिल भी, कुबूल है कुबूल है बोलने लगा है।
ସେଦିନ ଶୀତ ରାତିରେ, ମୁଁ କମ୍ବଳ ମାଗିବା ବେଳେ, ତୁ ଆଉଜି ଦେଇଥିଲୁ ଛାତି, ସେ ଭୟଙ୍କର ଶୀତର ରାତି, ଆଉ ତୁମ ଉଷୁମ ଦେହର ତାତି, ମୋ ପାଇଁ, ଏବେ ଏକ କଳଙ୍କିତ ସ୍ମୃତି।