Soubhagya Sahu
Literary Captain
15
Posts
39
Followers
1
Following

A learning writer

Share with friends

#ପରିବାର ମୋ ଲୁହ ଦେଖିଲେ, ଲହୁ ବୋହେ ତୁମ ଦେହୁ, ମୋ ଚିନ୍ତାରେ କି ତୁମକୁ ନିଦ ହୁଏ, କିନ୍ତୁ, ମୁଁ କୁଳାଙ୍ଗାର, ତୁମ ଲୁହ ଲହୁକୁ ପାଣି କରିଦିଏ, ଭାଇନା ହାତରନ୍ଧା ଖାଇ, ମେସ୍ ଖଟରେ ଅଚିନ୍ତାରେ ଶୋଇଯାଏ ।

इस कदर बनाया है तुझे रब ने, जुबान भी सोचने लगा है, इश्क़ आंखो से झलकने से पहले, ये दिल भी, कुबूल है कुबूल है बोलने लगा है।

ସେଦିନ ଶୀତ ରାତିରେ, ମୁଁ କମ୍ବଳ ମାଗିବା ବେଳେ, ତୁ ଆଉଜି ଦେଇଥିଲୁ ଛାତି, ସେ ଭୟଙ୍କର ଶୀତର ରାତି, ଆଉ ତୁମ ଉଷୁମ ଦେହର ତାତି, ମୋ ପାଇଁ, ଏବେ ଏକ କଳଙ୍କିତ ସ୍ମୃତି।

ଯିଏ ଯାହା ଯେତେ ମୋତେ କରୁ ପଛେ ଆଦର, ତତେ ଛାଡି ଆଉ କେହି ହେବେ ନାହିଁ ନିଜର।।

ମୋ ଅତୀତ ଟା ଏତେ କଳଙ୍କିତ ଯେ, କେବେ ପଛକୁ ବୁଲି ଦେଖିବାକୁ ବି ଡର ଲାଗେ

ଭୁଲିବି କେମିତି ମୁଁ ତୁମକୁ ଏ ଜୀବନରେ, ଅଛ ପରା ତୁମେ ମୋର ପ୍ରତି ସ୍ପନ୍ଦନରେ।।

ମୁଁ ଜାଣିନି, ତୁମେ ଏବେ ଆସିବକି ନାହିଁ, କିନ୍ତୁ, ତୁମେ ଆସିବାରେ ଯେତେ ବିଳମ୍ବ କରିବ, ତୁମ ନଣନ୍ଦମାନଙ୍କ ତାଲିକା ସେତେ ବଢିଚାଲିଥିବ ।।


Feed

Library

Write

Notification
Profile