STORYMIRROR

ପକ୍ଷୀ ଟିଏ...

ପକ୍ଷୀ ଟିଏ ଉଡୁଥିବା ବେଳେ ଯଦି ତାର ଡେଣା ତିକୁ କାଟି ଦିଆ ଯାଏ। ସେ ହୁଏତ ତଳେ ପଡି ଚାଲିବା ସିଖିଯିବ କିନ୍ତୁ ଯେତେ ଚେଷ୍ଟା କଲେ ଆଉ ଆଗ ଭଳି ଉଡ଼ିପରିବ ନାହିଁ । ସେମିତି ମଣିଷ ଜୀବନ ମଧ୍ୟ, ନିଜ କୋହ କୁ ଚାପି ଧରି ବଞ୍ଚିଯାଏ ସତ କିନ୍ତୁ ଆଗ ଭଳି ଜୀବନ ନଥାଏ। ପୁଷ୍ପକେଶିନୀ ଦାଶ

By Puspakesini Dash
 38


More oriya quote from Puspakesini Dash
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments