STORYMIRROR

॥ ପିଆଜ...

॥ ପିଆଜ ॥ ସମସ୍ତେ ମୋତେ ଅନେକ ସମୟରେ ପଚାରନ୍ତି "ଆଚ୍ଛା କହିଲୁ ଏ ଦୁନିଆଁରେ ବାପା ବଡ ନା ମା ବଡ " ? ସତରେ ବଡ ଅଜବ ପ୍ରଶ୍ନଟିଏ ! ସେଇଥିପାଇଁ ହସିଦେଇ ମୁଁ ଉତ୍ତର ଦିଏ " ମୁଁ ଜାଣେନା ମୋ ଉତ୍ତର ତୁମକୁ ପସନ୍ଦ ଆସିବ କି ନା ! ତେବେ ଏତିକି ଜାଣ ଲୁହ ଖୁସିରେ ବହୁ କି ଦୁଃଖରେ ମା ପାଖରେ କିନ୍ତୁ ବାହାନା ଟିଏ ଥାଏ ; ଆଉ ସେଇଟା ହେଲା ପିଆଜ ; ହେଲେ ବାପା ପାଖରେ ସେ ବାହାନାଟାବି ନାହିଁ ! ଯେଉଁଥିପାଇଁ ବାପା କାନ୍ଦିବା ଭୁଲିଯାଏ ..."!!! ॥ ଜ୍ୟୋତିରଞନ ସାହୁ ॥

By Jyotiranjan Sahu
 23


More oriya quote from Jyotiranjan Sahu
0 Likes   0 Comments