STORYMIRROR
ପାରୁଛ ଯଦି...
ପାରୁଛ ଯଦି...
ପାରୁଛ ଯଦି...
“
ପାରୁଛ ଯଦି ଆମପାଖରୁ ପରସ୍ପରକୁ ଭଲପାଇବା ଶିଖ, ଈର୍ଷା ଦ୍ୱାରା କଣ ଆମ ଚାରିପାଖରେ ଥିବା ବଳିଷ୍ଠ ଆଶୀର୍ବାଦର ବଳୟ ଡେଇଁ ଆମ ପାଖରେ ପହଞ୍ଚି ପାରିବ ,
ଏପର୍ଯ୍ୟନ୍ତ ତ ଆମ ପାଖରୁ ହାରି ଆସିଛ
ତଥାପି ଆମ ସୁରକ୍ଷା ବଳୟକୁ ନେଇ ମନରେ ଢେର ସାରା ଦ୍ଵନ୍ଦ ରଖି କଣ ନିଜେ ହସି ଅନ୍ୟକୁ ହସାଇ ପାରିବ... (ରୋଜା)
”
82
More oriya quote from Writer Roja Panda
Similar oriya quote from Inspirational
Download StoryMirror App