STORYMIRROR

ପାରୁଛ ଯଦି...

ପାରୁଛ ଯଦି ଆମପାଖରୁ ପରସ୍ପରକୁ ଭଲପାଇବା ଶିଖ, ଈର୍ଷା ଦ୍ୱାରା କଣ ଆମ ଚାରିପାଖରେ ଥିବା ବଳିଷ୍ଠ ଆଶୀର୍ବାଦର ବଳୟ ଡେଇଁ ଆମ ପାଖରେ ପହଞ୍ଚି ପାରିବ , ଏପର୍ଯ୍ୟନ୍ତ ତ ଆମ ପାଖରୁ ହାରି ଆସିଛ ତଥାପି ଆମ ସୁରକ୍ଷା ବଳୟକୁ ନେଇ ମନରେ ଢେର ସାରା ଦ୍ଵନ୍ଦ ରଖି କଣ ନିଜେ ହସି ଅନ୍ୟକୁ ହସାଇ ପାରିବ... (ରୋଜା)

By Writer Roja Panda
 82


More oriya quote from Writer Roja Panda
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Inspirational