STORYMIRROR
ନିସ୍ତବ୍...
ନିସ୍ତବ୍ଧ ରାତିରେ...
ନିସ୍ତବ୍ଧ...
“
ନିସ୍ତବ୍ଧ ରାତିରେ କୁଆଁ କୁଆଁ ସ୍ବର, ଯା ନିଦକୁ ହଜେଇ ଦେଇଛି,
ତଣ୍ଟି ଶୁଖି ଗଲେ ଛାତିରୁ ନିଗାଡି, ଯେ ଅମୃତ ପିଆଇ ଦେଇଛି।
ଲକ୍ଷେ ରାଣୀ ମଧ୍ୟେ ରାଜରାଣୀ ସିଏ, ମାଆ ପରି କିଏ ହୋଇଛି?
ମାଆ ପରି କିଏ ହୋଇଛି??
”
239
More oriya quote from Suhana Pattanaik
Download StoryMirror App