STORYMIRROR
କ'ଣ...
କ'ଣ ଲାଭ ଅଛି ହରେଇ...
କ'ଣ ଲାଭ ଅଛି...
“
କ'ଣ ଲାଭ ଅଛି ହରେଇ ବାକୁ ଯାଉଥିବା ମଣିଷ ପାଖେ, ହରେଇ ବାର ଭୟକୁ ଲୁଚେଇବାରେ?
କ'ଣ ଲାଭ ଅଛି, ସମୟ ନଥିବା ଅତିଥି କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାରେ?
କ'ଣ ଲାଭ ପ୍ରେରଣା ହୀନ ଜୀବନକୁ ସଂଗୋରଧ ରେ ଜୀଇବାରେ?
କ'ଣ ଲାଭ ଅଛି ଆୟୁଷ ନଥିବା ମିଛ ସଂପର୍କ ଲାଗି ପଥର ମୁର୍ତ୍ତି କୁ ଡାକିବା ରେ?
”
233
More oriya quote from Suhana Pattanaik
Download StoryMirror App