STORYMIRROR

ନିଜକୁ ଖୋଜେ...

ନିଜକୁ ଖୋଜେ ମୁଁ ସର୍ବଦା ଏଠି ସେଠି, କେବେ ମୋତେ ପାଏ ନାହିଁ ଖୋଜି। ଅନ୍ଧାର ଆଲୁଅରେ ବାଟବଣା ହୋଇ, ମୁଁ ନିଜକୁ ନିଜଠି କେବେଠୁ ଜାଇଛି ହଜି। ପପୁ💐💐💐

By subrat kumar jena
 57