STORYMIRROR

ନିଜେ ତ...

ନିଜେ ତ ନିଜକୁ ନିରେଖି ଦେଖୁଛି ନିତି ନିଜର ନୟନେ, ନିଜ ପ୍ରାଣପକ୍ଷୀ ଉଡିଯିବ କେବେ ନିଜଠାରୁ ଦୂରେ ଦିନେ, ନିଜେ ହେବି ଶବ ନିଜେବି ବାହକ ନିଜେ ସାରି ଯେ ସଂସ୍କାର, ନିଜେ ତ ନାୟକ ବସି ଅଦୂରରେ ଶୁଣିବି ନିନ୍ଦା ମୋହର।

By Pranati Mahapatra
 296


More oriya quote from Pranati Mahapatra
1 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments