STORYMIRROR

ନେତ୍ର ଚାହେଁ...

“ ନେତ୍ର ଚାହେଁ ସବୁବେଳେ କୂଳେ ତୋର କରିବାକୁ ବିଚରଣ , ଅସ୍ତଗାମୀ ସୂରୁଜର ମନଲୋଭା କିରଣ ଢାଳିଦିଏ ଆଜି ପଶ୍ଚିମ ଆକାଶ ଆଣି ଚିଲିକାରେ ଆଗମନ କରେ ସନ୍ଧ୍ୟାରାଣୀ କଜ୍ଜଳ ରଙ୍ଗର ଓଢଣୀ ଟାଣି। ”

By Barsha Swain
 314


More oriya quote from Barsha Swain
1 Likes   0 Comments
1 Likes   0 Comments
2 Likes   0 Comments
1 Likes   0 Comments
1 Likes   0 Comments