STORYMIRROR
ନବଧା...
ନବଧା ଭକ୍ତି ହେଲା...
ନବଧା ଭକ୍ତି...
“
ନବଧା ଭକ୍ତି ହେଲା ୧ ଶ୍ରବଣ , ୨ କୀର୍ତ୍ତନ, ୩ ସ୍ମରଣ, ୪ ପାଦ ସେବନ , ୫ ଅର୍ଚ୍ଚନା, ୬ ବନ୍ଦନା, ୭ ପରିଚର୍ଯ୍ଯା , ୮ ସଖ୍ଯ ଓ ୯ ଦାସ୍ଯ । ଏ ସବୁ କ୍ଷେତ୍ରରେ ସକାମ ଭାବ ରହିଲେ 'ଭକ୍ତି ' ହୁଏ ଏବଂ ନିଷ୍କାମ ଭାବ ରହିଲେ ' ଭକ୍ତି ଯୋଗ ' ହୁଏ ।
ପ୍ରଣତି ଜେନା l
”
239
More oriya quote from Pranati Jena
Download StoryMirror App