STORYMIRROR

ନବ ବରଷଟି ନବ...

ନବ ବରଷଟି ନବ ଚେତନାରେ ନବ ରୂପେ ହେଉ ତୋଳି ନବୀନ ଭାବନା ନବୀନ ଉତ୍ସାହ ହୃଦୟରେ ଯାଉ ଖେଳି ।। ପ୍ରଭୁ ଜଗନ୍ନାଥ କାଳିଆ ସାଆନ୍ତ ଏତିକି ମୋର ବିନତୀ ତୁମ ଆଶିଷ ରେ ଏହି ବରଷ ଟି ସୁଖରେ ତ ଯାଉ ବିତି ।।

By Arjun Das
 24


More oriya quote from Arjun Das
0 Likes   0 Comments
13 Likes   0 Comments
0 Likes   0 Comments
21 Likes   0 Comments
19 Likes   0 Comments