Arjun Das
Literary Colonel
AUTHOR OF THE YEAR 2021 - NOMINEE

58
लेखन
2
फोल्लोवेर्स
1
फॉलोविंग

ଲେଖିବା ମୋ ଜୀବନ ର ନୂତନ ରାହା

मित्रांशी सामायिक करा
Earned badges
See all

ମୋ ଜୀବନର ପ୍ରଥମ ଶିକ୍ଷକ ମୋ ମା ଯିଏକି ସବୁ ସ୍ଥିତି,ସବୁ ପରିସ୍ଥିତି ରେ ମୋତେ ଆଗକୁ ଯିବାକୁ ଶିଖାଇଛି ।

ଟଙ୍କା ହିଁ ସମ୍ପର୍କରେ ରେ ପୂର୍ଣ୍ଣଛେଦ ପକାଇ ଥାଏ

ନବ ବରଷଟି ନବ ଚେତନାରେ ନବ ରୂପେ ହେଉ ତୋଳି ନବୀନ ଭାବନା ନବୀନ ଉତ୍ସାହ ହୃଦୟରେ ଯାଉ ଖେଳି ।। ପ୍ରଭୁ ଜଗନ୍ନାଥ କାଳିଆ ସାଆନ୍ତ ଏତିକି ମୋର ବିନତୀ ତୁମ ଆଶିଷ ରେ ଏହି ବରଷ ଟି ସୁଖରେ ତ ଯାଉ ବିତି ।।

ମନ ଯାହା କହୁଛି କରିବା ପୂର୍ବରୁ ହୃଦୟ କୁ ଟିକେ ପଚାର

ମା ପାଖରେ ଥିଲେ କୌଣସି ବିପଦ ପାଖକୁ ଆସେନାହିଁ

ଜିବନ ର ଅୟାରମ୍ଭ ମା କୋଳରୁ ହିଁ ହୋଇଥାଏ

ଦୁଖିତ ତୁମ୍ଭମାନେ ପାଖରେ ଥାଇ ବି ଦୁରିଆ ଲାଗୁଛି

ମାଆର ପଣତ ପଣତ ନୁହେଁ ସେ ଶିରି ମନ୍ଦିର ର ନେତ ସେଇ ପଣତ ମୁଣ୍ଡେ ଥିଲେ ଜଣାପଡ଼େ ନାହିଁ ଖରା କି ବରଷା ଶୀତ ।।

There is no love more than mother Arjun Das


फीड

लाइब्रेरी

लिहा

सूचना
प्रोफाइल