ଲେଖିବା ମୋ ଜୀବନ ର ନୂତନ ରାହା
Share with friends
ନବ ବରଷଟି ନବ ଚେତନାରେ ନବ ରୂପେ ହେଉ ତୋଳି ନବୀନ ଭାବନା ନବୀନ ଉତ୍ସାହ ହୃଦୟରେ ଯାଉ ଖେଳି ।। ପ୍ରଭୁ ଜଗନ୍ନାଥ କାଳିଆ ସାଆନ୍ତ ଏତିକି ମୋର ବିନତୀ ତୁମ ଆଶିଷ ରେ ଏହି ବରଷ ଟି ସୁଖରେ ତ ଯାଉ ବିତି ।।