STORYMIRROR
ନା ସମୟ...
ନା ସମୟ ସହ ଲଢିବାର...
ନା ସମୟ ସହ...
“
ନା ସମୟ ସହ ଲଢିବାର ଶକ୍ତି ଥାଏ , ନା ଥାଏ ଧର୍ଯ୍ୟ । କେବଳ ଶୁଖିଲା ପତ୍ରଟିଏ ସାଜି ପବନରେ ଉଡ଼ି ଚାଲିଥାଉ । କେବେ ବି ପବନର ଶେଷରେ ପଡି ଯିବାର ଭୟ ଥାଏ । ପୁଣି ଏକ ନୂତନ ପବନରେ ଉଡ଼ିବାର ଆକାଂକ୍ଷା ଥାଏ । ବୋଧେ ଜୀବନା ଟା ଏମିତି ।
”
33
More oriya quote from Suvram Prusty
Download StoryMirror App