STORYMIRROR
ଅସଂପୂର୍...
ଅସଂପୂର୍ଣ୍ଣ ପ୍ରେମ...
ଅସଂପୂର୍ଣ୍ଣ...
“
ଅସଂପୂର୍ଣ୍ଣ ପ୍ରେମ ଏବଂ ନିରର୍ଥକ ଅନେକ ପ୍ରୟାସରେ ଜର୍ଜରିତ ଏ ଜୀବନ । ଜୀବନର ହତୋତ୍ସାହ ସହ ପ୍ରତିଟି ମୁହୁର୍ତ୍ତ କୁ ଥରେ ଥରେ ଘୃଣା କରି ଚାଲେ । ଜୀବନ ବଞ୍ଚିବାର ନୂଆ ସଜ୍ଞା ଖୋଜି ଚାଲେ । ସମୟ ରେ ନେଇଥିବା କିଛି ଛୋଟ ବଡ଼ ଭୁଲ ରେ ସାରା ଜୀବନର ପ୍ରତିଛବି ବଦଳି ଯାଏ ।
”
41
More oriya quote from Suvram Prusty
Download StoryMirror App