STORYMIRROR
" ମୁଁ...
" ମୁଁ " କୁ ନେଇକି...
" ମୁଁ " କୁ...
“
" ମୁଁ " କୁ ନେଇକି ଗର୍ବ କଲୁ ତୁହି,
ମୋର ମୋର ବୋଲି ମାୟା, ମୋହ ରେ ହେଲୁ ତୁ ଛନ୍ଦି,
ଏବେ ବି ସମୟ ରହିଛି ତୋହର, ଜାଣିଯା " ସ୍ଵ " ତତ୍ତ୍ଵ କୁ ତୋର..... ନିଃସନ୍ଦେହରେ ଭବସାଗର ରୁ ହେବୁ ପାର, ତେଣେ କେହି ନ ପାରିବେ ସଂସାର ରେ ତୋତେ ଆଉ ବାନ୍ଧି I
🌼🌼🙏
”
186
More oriya quote from Rabindra Dash
Download StoryMirror App