Hari Om ! 🕉
ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ
" ମୁଁ " କୁ ନେଇକି ଗର୍ବ କଲୁ ତୁହି, ମୋର ମୋର ବୋଲି ମାୟା, ମୋହ ରେ ହେଲୁ ତୁ ଛନ୍ଦି, ଏବେ ବି ସମୟ ରହିଛି ତୋହର, ଜାଣିଯା " ସ୍ଵ " ତତ୍ତ୍ଵ କୁ ତୋର..... ନିଃସନ୍ଦେହରେ ଭବସାଗର ରୁ ହେବୁ ପାର, ତେଣେ କେହି ନ ପାରିବେ ସଂସାର ରେ ତୋତେ ଆଉ ବାନ୍ଧି I 🌼🌼🙏