STORYMIRROR

ମୁଁ ଏମିତି...

ମୁଁ ଏମିତି ମଣିଷ ଟିଏ ନିଜ ଘରେ ଚାଲେ ମହାଭାରତ ପର କଳିକୁ କାନାଏ, କାହା ଝିଅ ହେଲା ବାପ ଘରେ ବୁଢୀ ସେକଥାକୁ ଗପୁଥାଏ। ମୁଁ ଏମିତି ମଣିଷ ଟିଏ।

By Monalisha Bhanja
 201


More oriya quote from Monalisha Bhanja
23 Likes   0 Comments