I'm Monalisha and I love to read StoryMirror contents.
ମୁଁ ଏମିତି ମଣିଷ ଟିଏ ନିଜ ଘରେ ଚାଲେ ମହାଭାରତ ପର କଳିକୁ କାନାଏ, କାହା ଝିଅ ହେଲା ବାପ ଘରେ ବୁଢୀ ସେକଥାକୁ ଗପୁଥାଏ। ମୁଁ ଏମିତି ମଣିଷ ଟିଏ।