STORYMIRROR

ମୋର ତୋର ଆଉ...

ମୋର ତୋର ଆଉ ତୋର ମୋର.. ଏଇଟା ମୋର ଆଉ ସେଇଟା ବି ମୋର... ତୁ ମୋର ଆଉ ମୁଁ ତୋର... ବାସ ହେଇଗଲା ପ୍ରମୋ ଆବେଦନ। ଭଲ ପାଇବା ଆଉ ପ୍ରସ୍ତାବ ପକାଇବା ନୁହେଁ ଅଟେ କଷ୍ଟ.. ଆଗେଇ ଆସ ଆଗେଇ ଆସ..❤️

By Mayuree Pattanaik
 20


More oriya quote from Mayuree Pattanaik
0 Likes   0 Comments
0 Likes   0 Comments