ମୋର ତୋର ଆଉ ତୋର ମୋର..
ଏଇଟା ମୋର ଆଉ ସେଇଟା ବି ମୋର...
ତୁ ମୋର ଆଉ ମୁଁ ତୋର...
ବାସ ହେଇଗଲା ପ୍ରମୋ ଆବେଦନ।
ଭଲ ପାଇବା ଆଉ ପ୍ରସ୍ତାବ ପକାଇବା ନୁହେଁ ଅଟେ କଷ୍ଟ..
ଆଗେଇ ଆସ ଆଗେଇ ଆସ..❤️
ଜୀବନଟା ଗୋଟେ ପାଣି ର ସୁଅ ପରିକା।ଆଜି ଏଠି ତ କଲି ଆଉ କଉଠି।ପଛକୁ ଫରି ହେବନି କି ନିଜ ପ୍ରବାହ କୁ ବନ୍ଦ କରି ହେବ ନି।ଏ ଭାଗ୍ୟ ର ଡୋରୀ ରେ ବନ୍ଧା ଆମ ଜୀବନ। ଏଠି ମୁଁ ଆପଣ କେହି ନୁହେଁ କାହାର।