STORYMIRROR

ମୋ ମନର...

ମୋ ମନର କଥା “ସଫଳତା" ଜୀବନରେ ସଫଳତା ସହଜରେ ମିଳେନି। ଏଇ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡେ। ଆଉ ଯେତେବେଳେ ସଫଳତା ମିଳିଯାଏ, ତାର ଖୁସି ଦୁଇ ତିନି ଗୁଣା ବଢିଯାଏ। ଆଉ ଏଇ ସଫଳତା ପାଇବାର ମୂଲ୍ୟ ଯିଏ ଏତେ ସଂଘର୍ଷ କରି ପାଇଛି ତା ଠାରୁ ବା ଆଉ କିଏ ବେଶୀ ବୁଝିପାରିବ। #ତୃପ୍ତି

By Truptimayee Behera
 163


More oriya quote from Truptimayee Behera
16 Likes   0 Comments
20 Likes   0 Comments
16 Likes   0 Comments
16 Likes   0 Comments
25 Likes   0 Comments